ଭୁବନେଶ୍ବର ୦୬/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୮୭୯ ପଜିଟିଭ ସଂଖ୍ୟା ୧୦,୫୯,୭୭୩ ଚିହ୍ନଟ ହୋଇଛନ୍ତି ୧୦,୪୫,୫୧୪ ଜଣ ସୁସ୍ଥ ହୋଇଥିବା ବେଳେ ୫,୭୩୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୩,୫୬୫ ସୁସ୍ଥ ସଂଖ୍ୟା ୧,୭୯,୭୮୧ ଚିକିତ୍ସିତ ସଂଖ୍ୟା ୨୧୬୭, ମୃତ ସଂଖ୍ୟା ୧୬୦୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୬,୦୧୬, ସୁସ୍ଥ ସଂଖ୍ୟା ୯୪,୬୮୨ ଚିକିତ୍ସିତ ସଂଖ୍ୟା ୪୭୦, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୦୫୬ ସୁସ୍ଥ ସଂଖ୍ୟା ୩୩,୪୯୧ ଚିକିତ୍ସିତ ସଂଖ୍ୟା ୭୪ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୯୯୧ ସୁସ୍ଥ ସଂଖ୍ୟା ୬୧,୭୭୬ ଚିକିତ୍ସିତ ସଂଖ୍ୟା ୬୧୯, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।