ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୮୦।

ଭୁବନେଶ୍ବର ୦୪/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୮୦ ପଜିଟିଭ ସଂଖ୍ୟା ୧୦,୫୬,୬୬୦ ଚିହ୍ନଟ ହୋଇଛନ୍ତି ୧୦,୪୫,୨୫୫ ଜଣ ସୁସ୍ଥ ହୋଇଥିବା ବେଳେ ୨,୮୮୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୨,୪୪୦ ସୁସ୍ଥ ସଂଖ୍ୟା ୧,୭୯,୬୭୩ ଚିକିତ୍ସିତ ସଂଖ୍ୟା ୧୧୫୩, ମୃତ ସଂଖ୍ୟା ୧୬୦୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୭୮୮, ସୁସ୍ଥ ସଂଖ୍ୟା ୯୪,୬୬୬ ଚିକିତ୍ସିତ ସଂଖ୍ୟା ୨୫୮, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୦୧୩ ସୁସ୍ଥ ସଂଖ୍ୟା ୩୩,୪୮୬ ଚିକିତ୍ସିତ ସଂଖ୍ୟା ୬ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୫୬୩ ସୁସ୍ଥ ସଂଖ୍ୟା ୬୧,୭୭୧ ଚିକିତ୍ସିତ ସଂଖ୍ୟା ୧୯୬, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment