ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୯୮।

ଭୁବନେଶ୍ବର ୦୧/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୮ ପଜିଟିଭ ସଂଖ୍ୟା ୧୦,୫୫,୧୩୨ ଚିହ୍ନଟ ହୋଇଛନ୍ତି ୧୦,୪୪,୮୦୩ ଜଣ ସୁସ୍ଥ ହୋଇଥିବା ବେଳେ ୧,୮୧୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୧,୭୩୦ ସୁସ୍ଥ ସଂଖ୍ୟା ୧,୭୯,୮୪୯ ଚିକିତ୍ସିତ ସଂଖ୍ୟା ୭୬୭, ମୃତ ସଂଖ୍ୟା ୧୬୦୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୬୧୮, ସୁସ୍ଥ ସଂଖ୍ୟା ୯୪,୬୨୮ ଚିକିତ୍ସିତ ସଂଖ୍ୟା ୧୨୬, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୯୪ ସୁସ୍ଥ ସଂଖ୍ୟା ୩୩,୪୮୨ ଚିକିତ୍ସିତ ସଂଖ୍ୟା ୨୧ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୪୨୯ ସୁସ୍ଥ ସଂଖ୍ୟା ୬୧,୭୫୨ ଚିକିତ୍ସିତ ସଂଖ୍ୟା ୮୧, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment