ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୪।

ଭୁବନେଶ୍ବର ୨୫/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୪ ପଜିଟିଭ ସଂଖ୍ୟା ୧୦,୫୩,୭୬୯ ଚିହ୍ନଟ ହୋଇଛନ୍ତି ୧୦,୪୩,୬୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୬୬୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୫୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୧,୨୪୮ ସୁସ୍ଥ ସଂଖ୍ୟା ୧,୭୮,୮୫୬ ଚିକିତ୍ସିତ ସଂଖ୍ୟା ୭୮୬, ମୃତ ସଂଖ୍ୟା ୧୫୯୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୫୧୬, ସୁସ୍ଥ ସଂଖ୍ୟା ୯୪,୫୨୧ ଚିକିତ୍ସିତ ସଂଖ୍ୟା ୧୩୩, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୭୮ ସୁସ୍ଥ ସଂଖ୍ୟା ୩୩,୪୭୧ ଚିକିତ୍ସିତ ସଂଖ୍ୟା ୧୭ ମୃତ ସଂଖ୍ୟା ।୪୮୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୬୧ ସୁସ୍ଥ ସଂଖ୍ୟା ୬୧,୬୯୬ ଚିକିତ୍ସିତ ସଂଖ୍ୟା ୬୯, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment