ଭୁବନେଶ୍ବର ୧୬/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୭୩୨। ପଜିଟିଭ ସଂଖ୍ୟା ୬,୧୨,୨୨୪ ଚିହ୍ନଟ ହୋଇଛନ୍ତି ୫,୦୨,୪୫୫ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୭,୪୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୩୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୯୭୪ ସୁସ୍ଥ ସଂଖ୍ୟା ୭୮,୩୨୨ ଚିକିତ୍ସିତ ସଂଖ୍ୟା ୧୬,୨୩୪, ମୃତ ସଂଖ୍ୟା ୪୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୮,୨୨୭ ସୁସ୍ଥ ସଂଖ୍ୟା ୩୯,୨୦୩ ଚିକିତ୍ସିତ ସଂଖ୍ୟା ୮୮୬୯, ମୃତ ସଂଖ୍ୟା ୧୫୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୪୧୬, ସୁସ୍ଥ ସଂଖ୍ୟା ୨୬,୦୪୩ ଚିକିତ୍ସିତ ସଂଖ୍ୟା ୨୦୯୮, ମୃତ ସଂଖ୍ୟା ୨୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୪,୯୦୫ ସୁସ୍ଥ ସଂଖ୍ୟା ୩୩,୪୩୬ ଚିକିତ୍ସିତ ସଂଖ୍ୟା ୧୧,୨୪୨ ,ମୃତ ସଂଖ୍ୟା ୨୨୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।