ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭୧।

ଭୁବନେଶ୍ବର ୨୨/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୧। ପଜିଟିଭ ସଂଖ୍ୟା ୧୦,୪୭,୧୭୪ ଚିହ୍ନଟ ହୋଇଛନ୍ତି ୧୦,୩୬,୫୦୧ ଜଣ ସୁସ୍ଥ ହୋଇଥିବା ବେଳେ ୨,୨୨୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୯୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୮,୧୩୮ ସୁସ୍ଥ ସଂଖ୍ୟା ୧,୭୫,୪୯୩ ଚିକିତ୍ସିତ ସଂଖ୍ୟା ୧,୦୬୦, ମୃତ ସଂଖ୍ୟା ୧୫୭୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୧୦୦, ସୁସ୍ଥ ସଂଖ୍ୟା ୯୪,୦୫୯ ଚିକିତ୍ସିତ ସଂଖ୍ୟା ୧୮୨, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୯୮ ସୁସ୍ଥ ସଂଖ୍ୟା ୩୩,୩୯୧ ଚିକିତ୍ସିତ ସଂଖ୍ୟା ୧୮ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୦୧୭ ସୁସ୍ଥ ସଂଖ୍ୟା ୬୧,୩୩୦ ଚିକିତ୍ସିତ ସଂଖ୍ୟା ୯୨, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment