ଭୁବନେଶ୍ବର ୧୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୫। ପଜିଟିଭ ସଂଖ୍ୟା ୧୦,୪୫,୬୫୬ ଚିହ୍ନଟ ହୋଇଛନ୍ତି ୧୦,୩୪,୫୦୫ ଜଣ ସୁସ୍ଥ ହୋଇଥିବା ବେଳେ ୨,୭୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୭୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୭,୩୬୨ ସୁସ୍ଥ ସଂଖ୍ୟା ୧,୭୪,୫୨୦ ଚିକିତ୍ସିତ ସଂଖ୍ୟା ୧,୨୬୯, ମୃତ ସଂଖ୍ୟା ୧୫୬୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୯୯୦, ସୁସ୍ଥ ସଂଖ୍ୟା ୯୩,୮୮୩ ଚିକିତ୍ସିତ ସଂଖ୍ୟା ୨୪୯, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୭୮ ସୁସ୍ଥ ସଂଖ୍ୟା ୩୩,୩୭୯ ଚିକିତ୍ସିତ ସଂଖ୍ୟା ୧୧ ମୃତ ସଂଖ୍ୟା ୪୮୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୫୩ ସୁସ୍ଥ ସଂଖ୍ୟା ୬୧,୨୭୨ ଚିକିତ୍ସିତ ସଂଖ୍ୟା ୮୭, ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।