ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୪୭।

ଭୁବନେଶ୍ବର ୧୩/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୪୭। ପଜିଟିଭ ସଂଖ୍ୟା ୧୦,୪୫,୨୦୯ ଚିହ୍ନଟ ହୋଇଛନ୍ତି ୧୦,୩୩,୯୯୧ ଜଣ ସୁସ୍ଥ ହୋଇଥିବା ବେଳେ ୨,୭୯୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୭୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୭,୧୫୭ ସୁସ୍ଥ ସଂଖ୍ୟା ୧,୭୪,୨୮୦ ଚିକିତ୍ସିତ ସଂଖ୍ୟା ୧,୩୦୩, ମୃତ ସଂଖ୍ୟା ୧୫୬୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୯୫୫, ସୁସ୍ଥ ସଂଖ୍ୟା ୯୩,୮୪୮ ଚିକିତ୍ସିତ ସଂଖ୍ୟା ୨୪୯, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୭୫ ସୁସ୍ଥ ସଂଖ୍ୟା ୩୩,୩୭୫ ଚିକିତ୍ସିତ ସଂଖ୍ୟା ୧୨ ମୃତ ସଂଖ୍ୟା ୪୮୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୪୬ ସୁସ୍ଥ ସଂଖ୍ୟା ୬୧,୨୬୩ ଚିକିତ୍ସିତ ସଂଖ୍ୟା ୮୯, ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment