ଭୁବନେଶ୍ବର ୧୨/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୬୩। ପଜିଟିଭ ସଂଖ୍ୟା ୧୦,୪୪,୯୬୨ ଚିହ୍ନଟ ହୋଇଛନ୍ତି ୧୦,୩୩,୬୫୨ ଜଣ ସୁସ୍ଥ ହୋଇଥିବା ବେଳେ ୨,୮୮୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୭୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୭,୦୩୯ ସୁସ୍ଥ ସଂଖ୍ୟା ୧,୭୪,୧୧୦ ଚିକିତ୍ସିତ ସଂଖ୍ୟା ୧,୩୫୮, ମୃତ ସଂଖ୍ୟା ୧୫୬୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୯୩୩, ସୁସ୍ଥ ସଂଖ୍ୟା ୯୩,୮୧୩ ଚିକିତ୍ସିତ ସଂଖ୍ୟା ୨୬୨, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୭୫ ସୁସ୍ଥ ସଂଖ୍ୟା ୩୩,୩୭୨ ଚିକିତ୍ସିତ ସଂଖ୍ୟା ୧୬ ମୃତ ସଂଖ୍ୟା ୪୭୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୩୮ ସୁସ୍ଥ ସଂଖ୍ୟା ୬୧,୨୫୫ ଚିକିତ୍ସିତ ସଂଖ୍ୟା ୮୯, ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।