ଭୁବନେଶ୍ବର ୧୪/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୩୯୦। ପଜିଟିଭ ସଂଖ୍ୟା ୫,୮୮,୬୮୭ ଚିହ୍ନଟ ହୋଇଛନ୍ତି ୪,୮୨,୩୪୫ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୪,୦୧୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୨୭୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୮୫୦ ସୁସ୍ଥ ସଂଖ୍ୟା ୭୫,୫୦୩ ଚିକିତ୍ସିତ ସଂଖ୍ୟା ୧୫,୯୩୭, ମୃତ ସଂଖ୍ୟା ୪୦୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୬,୧୬୦ ସୁସ୍ଥ ସଂଖ୍ୟା ୩୭,୪୫୭ ଚିକିତ୍ସିତ ସଂଖ୍ୟା ୮୫୪୮, ମୃତ ସଂଖ୍ୟା ୧୫୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୮୨୬, ସୁସ୍ଥ ସଂଖ୍ୟା ୨୫,୪୯୭ ଚିକିତ୍ସିତ ସଂଖ୍ୟା ୨୦୫୪ ମୃତ ସଂଖ୍ୟା ୨୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୩,୦୫୫ ସୁସ୍ଥ ସଂଖ୍ୟା ୩୧,୧୧୪ ଚିକିତ୍ସିତ ସଂଖ୍ୟା ୧୧,୭୧୮ ମୃତ ସଂଖ୍ୟା ୨୧୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।