ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୫୫୯।

ଭୁବନେଶ୍ବର ୨୬/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୫୯୯। ପଜିଟିଭ ସଂଖ୍ୟା ୪,୧୪,୦୫୬ ଚିହ୍ନଟ ହୋଇଛନ୍ତି ୩,୬୨,୯୩୧ ଜଣ ସୁସ୍ଥ ହୋଇଥିବା ବେଳେ ୪୯,୦୭୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୯୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୫,୧୪୪ ସୁସ୍ଥ ସଂଖ୍ୟା ୫୬,୪୦୪ ଚିକିତ୍ସିତ ସଂଖ୍ୟା ୮୩୮୩, ମୃତ ସଂଖ୍ୟା ୩୪୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୩୨ ସୁସ୍ଥ ସଂଖ୍ୟା ୩୦,୩୮୭ ଚିକିତ୍ସିତ ସଂଖ୍ୟା ୨୯୯୬, ମୃତ ସଂଖ୍ୟା ୧୪୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୬୩୧, ସୁସ୍ଥ ସଂଖ୍ୟା ୨୨,୩୧୮ ଚିକିତ୍ସିତ ସଂଖ୍ୟା ୧୦୪୮ ମୃତ ସଂଖ୍ୟା ୨୫୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୭୪୬ ସୁସ୍ଥ ସଂଖ୍ୟା ୧୯,୬୭୨, ଚିକିତ୍ସିତ ସଂଖ୍ୟା ୫୮୮୮, ମୃତ ସଂଖ୍ୟା ୧୮୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment