ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୮୭।

ଭୁବନେଶ୍ବର ୧୦/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୮୭। ପଜିଟିଭ ସଂଖ୍ୟା ୧୦,୪୪,୪୨୮ ଚିହ୍ନଟ ହୋଇଛନ୍ତି ୧୦,୩୩,୦୨୭ ଜଣ ସୁସ୍ଥ ହୋଇଥିବା ବେଳେ ୨,୯୮୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୬,୭୯୮ ସୁସ୍ଥ ସଂଖ୍ୟା ୧,୭୩,୭୮୮ ଚିକିତ୍ସିତ ସଂଖ୍ୟା ୧,୪୪୨, ମୃତ ସଂଖ୍ୟା ୧୫୫୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୮୮୯, ସୁସ୍ଥ ସଂଖ୍ୟା ୯୩,୭୫୬ ଚିକିତ୍ସିତ ସଂଖ୍ୟା ୨୭୫, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୭୨ ସୁସ୍ଥ ସଂଖ୍ୟା ୩୩,୩୬୭ ଚିକିତ୍ସିତ ସଂଖ୍ୟା ୧୯ ମୃତ ସଂଖ୍ୟା ୪୭୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୧୯ ସୁସ୍ଥ ସଂଖ୍ୟା ୬୧,୨୪୫ ଚିକିତ୍ସିତ ସଂଖ୍ୟା ୮୦, ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment