ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୯୬।

ଭୁବନେଶ୍ବର ୦୯/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୬। ପଜିଟିଭ ସଂଖ୍ୟା ୧୦,୪୪,୦୪୧ ଚିହ୍ନଟ ହୋଇଛନ୍ତି ୧୦,୩୨,୫୬୬ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୬୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୬,୬୦୩ ସୁସ୍ଥ ସଂଖ୍ୟା ୧,୭୩,୫୪୧ ଚିକିତ୍ସିତ ସଂଖ୍ୟା ୧,୪୯୭, ମୃତ ସଂଖ୍ୟା ୧୫୫୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୮୫୬, ସୁସ୍ଥ ସଂଖ୍ୟା ୯୩,୭୨୦ ଚିକିତ୍ସିତ ସଂଖ୍ୟା ୨୭୮, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୬୯ ସୁସ୍ଥ ସଂଖ୍ୟା ୩୩,୩୬୩ ଚିକିତ୍ସିତ ସଂଖ୍ୟା ୧୯ ମୃତ ସଂଖ୍ୟା ୪୭୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୧୩ ସୁସ୍ଥ ସଂଖ୍ୟା ୬୧,୨୩୨ ଚିକିତ୍ସିତ ସଂଖ୍ୟା ୮୭, ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment