ଭୁବନେଶ୍ବର ୦୨/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୨୭। ପଜିଟିଭ ସଂଖ୍ୟା ୧୦,୪୨,୧୦୦ ଚିହ୍ନଟ ହୋଇଛନ୍ତି ୧୦,୨୯,୫୮୫ ଜଣ ସୁସ୍ଥ ହୋଇଥିବା ବେଳେ ୪,୧୨୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୪୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୫,୬୬୪ ସୁସ୍ଥ ସଂଖ୍ୟା ୧,୭୨,୧୪୦ ଚିକିତ୍ସିତ ସଂଖ୍ୟା ୧,୯୭୧, ମୃତ ସଂଖ୍ୟା ୧୫୪୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୬୯୨, ସୁସ୍ଥ ସଂଖ୍ୟା ୯୩,୪୬୦ ଚିକିତ୍ସିତ ସଂଖ୍ୟା ୩୭୫, ମୃତ ସଂଖ୍ୟା ୮୫୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୫୭ ସୁସ୍ଥ ସଂଖ୍ୟା ୩୩,୩୪୪ ଚିକିତ୍ସିତ ସଂଖ୍ୟା ୨୭ ମୃତ ସଂଖ୍ୟା ୪୭୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୫୧ ସୁସ୍ଥ ସଂଖ୍ୟା ୬୧,୧୮୧ ଚିକିତ୍ସିତ ସଂଖ୍ୟା ୭୬ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।