ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୧୬।

ଭୁବନେଶ୍ବର ୦୧/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୧୬। ପଜିଟିଭ ସଂଖ୍ୟା ୧୦,୪୧,୭୭୩ ଚିହ୍ନଟ ହୋଇଛନ୍ତି ୧୦,୨୯,୧୪୭ ଜଣ ସୁସ୍ଥ ହୋଇଥିବା ବେଳେ ୪,୨୩୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୩୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୫,୪୮୭ ସୁସ୍ଥ ସଂଖ୍ୟା ୧,୭୧,୯୩୮ ଚିକିତ୍ସିତ ସଂଖ୍ୟା ୧,୯୯୭, ମୃତ ସଂଖ୍ୟା ୧୫୪୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୬୬୩, ସୁସ୍ଥ ସଂଖ୍ୟା ୯୩,୪୦୪ ଚିକିତ୍ସିତ ସଂଖ୍ୟା ୪୦୨, ମୃତ ସଂଖ୍ୟା ୮୫୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୫୩ ସୁସ୍ଥ ସଂଖ୍ୟା ୩୩,୩୪୨ ଚିକିତ୍ସିତ ସଂଖ୍ୟା ୨୫ ମୃତ ସଂଖ୍ୟା ୪୭୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୪୭ ସୁସ୍ଥ ସଂଖ୍ୟା ୬୧,୧୬୭ ଚିକିତ୍ସିତ ସଂଖ୍ୟା ୮୬ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment