ଭୁବନେଶ୍ବର ୨୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୨୫। ପଜିଟିଭ ସଂଖ୍ୟା ୧୦,୩୮,୮୩୬ ଚିହ୍ନଟ ହୋଇଛନ୍ତି ୧୦,୨୫,୯୧୭ ଜଣ ସୁସ୍ଥ ହୋଇଥିବା ବେଳେ ୪,୫୫୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୪,୦୫୪ ସୁସ୍ଥ ସଂଖ୍ୟା ୧,୭୦,୨୮୪ ଚିକିତ୍ସିତ ସଂଖ୍ୟା ୨,୨୨୬, ମୃତ ସଂଖ୍ୟା ୧୫୩୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୩୯୪, ସୁସ୍ଥ ସଂଖ୍ୟା ୯୩,୧୦୦ ଚିକିତ୍ସିତ ସଂଖ୍ୟା ୪୩୮, ମୃତ ସଂଖ୍ୟା ୮୫୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୨୭ ସୁସ୍ଥ ସଂଖ୍ୟା ୩୩,୩୨୪ ଚିକିତ୍ସିତ ସଂଖ୍ୟା ୧୮ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୭୮୫ ସୁସ୍ଥ ସଂଖ୍ୟା ୬୧,୦୯୬ ଚିକିତ୍ସିତ ସଂଖ୍ୟା ୯୫ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।