ଭୁବନେଶ୍ବର ୧୨/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୯୮୨। ପଜିଟିଭ ସଂଖ୍ୟା ୫,୬୫,୬୪୮ ଚିହ୍ନଟ ହୋଇଛନ୍ତି ୪,୬୫,୧୩୩ ଜଣ ସୁସ୍ଥ ହୋଇଥିବା ବେଳେ ୯୮,୨୩୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୨୩୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୦୯୨ ସୁସ୍ଥ ସଂଖ୍ୟା ୭୩,୧୯୨ ଚିକିତ୍ସିତ ସଂଖ୍ୟା ୧୪,୪୯୫, ମୃତ ସଂଖ୍ୟା ୩୯୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୪,୫୧୧ ସୁସ୍ଥ ସଂଖ୍ୟା ୩୬,୪୨୦ ଚିକିତ୍ସିତ ସଂଖ୍ୟା ୭୯୩୭, ମୃତ ସଂଖ୍ୟା ୧୫୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୧୯୪, ସୁସ୍ଥ ସଂଖ୍ୟା ୨୪,୯୭୧ ଚିକିତ୍ସିତ ସଂଖ୍ୟା ୨୯୫୦ ମୃତ ସଂଖ୍ୟା ୨୬୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୧,୩୯୯ ସୁସ୍ଥ ସଂଖ୍ୟା ୨୯,୮୯୫ ଚିକିତ୍ସିତ ସଂଖ୍ୟା ୧୧୨୮୫ ମୃତ ସଂଖ୍ୟା ୨୧୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।