ଭୁବନେଶ୍ବର ୨୨/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୬୭। ପଜିଟିଭ ସଂଖ୍ୟା ୧୦,୩୭,୫୨୩ ଚିହ୍ନଟ ହୋଇଛନ୍ତି ୧୦,୨୪,୪୨୨ ଜଣ ସୁସ୍ଥ ହୋଇଥିବା ବେଳେ ୪,୭୪୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୦୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୩,୪୫୮ ସୁସ୍ଥ ସଂଖ୍ୟା ୧,୬୯,୪୮୭ ଚିକିତ୍ସିତ ସଂଖ୍ୟା ୨,୪୩୩, ମୃତ ସଂଖ୍ୟା ୧୫୩୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୨୫୫, ସୁସ୍ଥ ସଂଖ୍ୟା ୯୨,୯୬୫ ଚିକିତ୍ସିତ ସଂଖ୍ୟା ୪୩୪, ମୃତ ସଂଖ୍ୟା ୮୫୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୨୫ ସୁସ୍ଥ ସଂଖ୍ୟା ୩୩,୩୧୩ ଚିକିତ୍ସିତ ସଂଖ୍ୟା ୨୭ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୭୬୩ ସୁସ୍ଥ ସଂଖ୍ୟା ୬୧,୦୭୦ ଚିକିତ୍ସିତ ସଂଖ୍ୟା ୯୯ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।