ଭୁବନେଶ୍ବର ୧୧/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୭୯୩। ପଜିଟିଭ ସଂଖ୍ୟା ୫,୫୪,୬୬୬ ଚିହ୍ନଟ ହୋଇଛନ୍ତି ୪,୫୭,୫୬୯ ଜଣ ସୁସ୍ଥ ହୋଇଥିବା ବେଳେ ୯୪,୮୨୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୧୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୬,୫୫୩ ସୁସ୍ଥ ସଂଖ୍ୟା ୭୧,୯୦୧ ଚିକିତ୍ସିତ ସଂଖ୍ୟା ୧୪,୨୫୦, ମୃତ ସଂଖ୍ୟା ୩୯୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୩,୬୨୬ ସୁସ୍ଥ ସଂଖ୍ୟା ୩୫,୯୫୦ ଚିକିତ୍ସିତ ସଂଖ୍ୟା ୭୫୨୨, ମୃତ ସଂଖ୍ୟା ୧୫୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୦୧୭, ସୁସ୍ଥ ସଂଖ୍ୟା ୨୪,୭୧୦ ଚିକିତ୍ସିତ ସଂଖ୍ୟା ୨୦୩୫ ମୃତ ସଂଖ୍ୟା ୨୬୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୦,୪୩୫ ସୁସ୍ଥ ସଂଖ୍ୟା ୨୯,୧୬୩ ଚିକିତ୍ସିତ ସଂଖ୍ୟା ୧୧୦୫୫ ମୃତ ସଂଖ୍ୟା ୨୧୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।