ଭୁବନେଶ୍ବର ୧୨/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୨୯। ପଜିଟିଭ ସଂଖ୍ୟା ୧୦,୩୨,୬୭୩ ଚିହ୍ନଟ ହୋଇଛନ୍ତି ୧୦,୧୯,୨୧୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୧୪୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୬୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୧,୦୦୬ ସୁସ୍ଥ ସଂଖ୍ୟା ୧,୬୭,୦୧୨ ଚିକିତ୍ସିତ ସଂଖ୍ୟା ୨,୪୬୪, ମୃତ ସଂଖ୍ୟା ୧୫୨୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୭୭୪, ସୁସ୍ଥ ସଂଖ୍ୟା ୯୨,୩୫୭ ଚିକିତ୍ସିତ ସଂଖ୍ୟା ୫୬୮, ମୃତ ସଂଖ୍ୟା ୮୪୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୯୩ ସୁସ୍ଥ ସଂଖ୍ୟା ୩୩,୨୮୨ ଚିକିତ୍ସିତ ସଂଖ୍ୟା ୨୬ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୬୬୮ ସୁସ୍ଥ ସଂଖ୍ୟା ୬୦,୯୭୭ ଚିକିତ୍ସିତ ସଂଖ୍ୟା ୧୦୩ ,ମୃତ ସଂଖ୍ୟା ୫୮୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।