ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୨୬।

ଭୁବନେଶ୍ବର ୦୯/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୨୬। ପଜିଟିଭ ସଂଖ୍ୟା ୧୦,୩୧,୦୪୪ ଚିହ୍ନଟ ହୋଇଛନ୍ତି ୧୦,୧୭,୭୧୪ ଜଣ ସୁସ୍ଥ ହୋଇଥିବା ବେଳେ ୫,୦୩୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୪୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୦,୧୯୩ ସୁସ୍ଥ ସଂଖ୍ୟା ୧,୬୬,୩୨୭ ଚିକିତ୍ସିତ ସଂଖ୍ୟା ୨,୩୪୫, ମୃତ ସଂଖ୍ୟା ୧୫୧୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୬୧୯, ସୁସ୍ଥ ସଂଖ୍ୟା ୯୨,୧୬୭ ଚିକିତ୍ସିତ ସଂଖ୍ୟା ୬୦୫, ମୃତ ସଂଖ୍ୟା ୮୪୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୮୦ ସୁସ୍ଥ ସଂଖ୍ୟା ୩୩,୨୭୨ ଚିକିତ୍ସିତ ସଂଖ୍ୟା ୨୩ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୬୩୩ ସୁସ୍ଥ ସଂଖ୍ୟା ୬୦,୯୫୮ ଚିକିତ୍ସିତ ସଂଖ୍ୟା ୮୭ ,ମୃତ ସଂଖ୍ୟା ୫୮୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment