ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୨୪।

ଭୁବନେଶ୍ବର ୦୮/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୨୪। ପଜିଟିଭ ସଂଖ୍ୟା ୧୦,୩୦,୯୯୪ ଚିହ୍ନଟ ହୋଇଛନ୍ତି ୧୦,୧୭,୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୫,୧୧୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୩୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୯,୯୬୦ ସୁସ୍ଥ ସଂଖ୍ୟା ୧,୬୬,୦୬୦ ଚିକିତ୍ସିତ ସଂଖ୍ୟା ୨,୩୭୯, ମୃତ ସଂଖ୍ୟା ୧୫୧୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୫୫୬, ସୁସ୍ଥ ସଂଖ୍ୟା ୯୨,୧୧୪ ଚିକିତ୍ସିତ ସଂଖ୍ୟା ୫୯୫, ମୃତ ସଂଖ୍ୟା ୮୪୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୭୭ ସୁସ୍ଥ ସଂଖ୍ୟା ୩୩,୨୬୮ ଚିକିତ୍ସିତ ସଂଖ୍ୟା ୨୪ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୬୧୪ ସୁସ୍ଥ ସଂଖ୍ୟା ୬୦,୯୫୫ ଚିକିତ୍ସିତ ସଂଖ୍ୟା ୭୧ ,ମୃତ ସଂଖ୍ୟା ୫୮୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment