ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୭୭ ।

ଭୁବନେଶ୍ବର ୦୧/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୭୭। ପଜିଟିଭ ସଂଖ୍ୟା ୧୦,୨୬,୯୫୩ ଚିହ୍ନଟ ହୋଇଛନ୍ତି ୧୦,୧୩,୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୫୫୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୦୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୮,୩୧୬ ସୁସ୍ଥ ସଂଖ୍ୟା ୧,୬୪,୩୪୨ ଚିକିତ୍ସିତ ସଂଖ୍ୟା ୨,୪୬୫, ମୃତ ସଂଖ୍ୟା ୧୪୯୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୧୦୩, ସୁସ୍ଥ ସଂଖ୍ୟା ୯୧,୬୫୪ ଚିକିତ୍ସିତ ସଂଖ୍ୟା ୬୦୯, ମୃତ ସଂଖ୍ୟା ୮୩୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୫୯ ସୁସ୍ଥ ସଂଖ୍ୟା ୩୩,୨୪୧ ଚିକିତ୍ସିତ ସଂଖ୍ୟା ୩୬ ମୃତ ସଂଖ୍ୟା ୪୭୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୬୧ ସୁସ୍ଥ ସଂଖ୍ୟା ୬୦,୮୯୯ ଚିକିତ୍ସିତ ସଂଖ୍ୟା ୭୯ ,ମୃତ ସଂଖ୍ୟା ୫୭୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment