ଭୁବନେଶ୍ବର ୨୩/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୪୪ । ପଜିଟିଭ ସଂଖ୍ୟା ୧୦,୨୨,୫୯୪ ଚିହ୍ନଟ ହୋଇଛନ୍ତି ୧୦,୦୮,୬୭୧ ଜଣ ସୁସ୍ଥ ହୋଇଥିବା ବେଳେ ୫,୭୧୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୫୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୬,୪୬୩ ସୁସ୍ଥ ସଂଖ୍ୟା ୧,୬୨,୪୨୪ ଚିକିତ୍ସିତ ସଂଖ୍ୟା ୨,୫୩୯, ମୃତ ସଂଖ୍ୟା ୧୪୯୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୫୯୧, ସୁସ୍ଥ ସଂଖ୍ୟା ୯୧,୦୯୦ ଚିକିତ୍ସିତ ସଂଖ୍ୟା ୬୬୭, ମୃତ ସଂଖ୍ୟା ୮୩୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୨୫ ସୁସ୍ଥ ସଂଖ୍ୟା ୩୩,୨୦୩ ଚିକିତ୍ସିତ ସଂଖ୍ୟା ୪୧ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୦୨ ସୁସ୍ଥ ସଂଖ୍ୟା ୬୦,୮୨୭ ଚିକିତ୍ସିତ ସଂଖ୍ୟା ୯୮ ,ମୃତ ସଂଖ୍ୟା ୫୭୩, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୪୮ ସୁସ୍ଥ ସଂଖ୍ୟା ୧୧,୫୭୮ ଚିକିତ୍ସିତ ସଂଖ୍ୟା ୨୧,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।