ଭୁବନେଶ୍ବର ୧୩/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୭୧ । ପଜିଟିଭ ସଂଖ୍ୟା ୧୦,୧୬,୮୩୩ ଚିହ୍ନଟ ହୋଇଛନ୍ତି ୧୦,୦୨,୧୨୮ ଜଣ ସୁସ୍ଥ ହୋଇଥିବା ବେଳେ ୬,୫୪୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୦୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୩,୯୧୪ ସୁସ୍ଥ ସଂଖ୍ୟା ୧,୫୯,୮୨୯ ଚିକିତ୍ସିତ ସଂଖ୍ୟା ୨,୫୯୭, ମୃତ ସଂଖ୍ୟା ୧୪୭୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୯୦୨, ସୁସ୍ଥ ସଂଖ୍ୟା ୯୦,୧୮୩ ଚିକିତ୍ସିତ ସଂଖ୍ୟା ୮୯୮, ମୃତ ସଂଖ୍ୟା ୮୧୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୭୨ ସୁସ୍ଥ ସଂଖ୍ୟା ୩୩,୧୬୬ ଚିକିତ୍ସିତ ସଂଖ୍ୟା ୨୫ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୩୯୭ ସୁସ୍ଥ ସଂଖ୍ୟା ୬୦,୬୫୮ ଚିକିତ୍ସିତ ସଂଖ୍ୟା ୧୬୩ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୩୦ ସୁସ୍ଥ ସଂଖ୍ୟା ୧୧,୫୫୮ ଚିକିତ୍ସିତ ସଂଖ୍ୟା ୨୩ ,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।