ଭୁବନେଶ୍ବର ୧୦/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୪୫ । ପଜିଟିଭ ସଂଖ୍ୟା ୧୦,୧୫,୦୮୩ ଚିହ୍ନଟ ହୋଇଛନ୍ତି ୯,୯୯,୮୫୯ ଜଣ ସୁସ୍ଥ ହୋଇଥିବା ବେଳେ ୭,୦୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୮୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୩,୨୬୨ ସୁସ୍ଥ ସଂଖ୍ୟା ୧,୫୮,୯୯୮ ଚିକିତ୍ସିତ ସଂଖ୍ୟା ୨,୭୮୦, ମୃତ ସଂଖ୍ୟା ୧୪୭୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୬୧୯, ସୁସ୍ଥ ସଂଖ୍ୟା ୮୯,୮୨୪ ଚିକିତ୍ସିତ ସଂଖ୍ୟା ୯୭୭, ମୃତ ସଂଖ୍ୟା ୮୧୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୬୪ ସୁସ୍ଥ ସଂଖ୍ୟା ୩୩,୧୫୧ ଚିକିତ୍ସିତ ସଂଖ୍ୟା ୩୨ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୩୪୯ ସୁସ୍ଥ ସଂଖ୍ୟା ୬୦,୫୯୫ ଚିକିତ୍ସିତ ସଂଖ୍ୟା ୧୭୮ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୨୩ ସୁସ୍ଥ ସଂଖ୍ୟା ୧୧,୫୪୬ ଚିକିତ୍ସିତ ସଂଖ୍ୟା ୨୯ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।