ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୮୧।

ଭୁବନେଶ୍ବର ୦୪/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୮୧ । ପଜିଟିଭ ସଂଖ୍ୟା ୧୦,୧୦,୭୫୩ ଚିହ୍ନଟ ହୋଇଛନ୍ତି ୯,୯୫,୪୭୪ ଜଣ ସୁସ୍ଥ ହୋଇଥିବା ବେଳେ ୭,୧୮୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୪୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୧,୫୪୫ ସୁସ୍ଥ ସଂଖ୍ୟା ୧,୫୭,୩୨୨ ଚିକିତ୍ସିତ ସଂଖ୍ୟା ୨,୭୪୯, ମୃତ ସଂଖ୍ୟା ୧୪୬୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୦୩୨, ସୁସ୍ଥ ସଂଖ୍ୟା ୮୯,୩୪୫ ଚିକିତ୍ସିତ ସଂଖ୍ୟା ୮୭୩, ମୃତ ସଂଖ୍ୟା ୮୧୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୩୮ ସୁସ୍ଥ ସଂଖ୍ୟା ୩୩,୧୧୮ ଚିକିତ୍ସିତ ସଂଖ୍ୟା ୪୧, ମୃତ ସଂଖ୍ୟା ୪୭୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୨୪୬ ସୁସ୍ଥ ସଂଖ୍ୟା ୬୦,୫୦୧ ଚିକିତ୍ସିତ ସଂଖ୍ୟା ୧୬୯ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୧୦ ସୁସ୍ଥ ସଂଖ୍ୟା ୧୧,୫୩୦ ଚିକିତ୍ସିତ ସଂଖ୍ୟା ୩୨ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment