ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୪୯ ।

ଭୁବନେଶ୍ବର ୦୩/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୪୯ । ପଜିଟିଭ ସଂଖ୍ୟା ୧୦,୧୦,୦୭୨ ଚିହ୍ନଟ ହୋଇଛନ୍ତି ୯,୯୪,୬୩୯ ଜଣ ସୁସ୍ଥ ହୋଇଥିବା ବେଳେ ୭,୩୪୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୧,୩୨୩ ସୁସ୍ଥ ସଂଖ୍ୟା ୧,୫୭,୦୧୦ ଚିକିତ୍ସିତ ସଂଖ୍ୟା ୨,୮୪୦, ମୃତ ସଂଖ୍ୟା ୧୪୬୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୯୩୧ ସୁସ୍ଥ ସଂଖ୍ୟା ୮୯,୨୨୫ ଚିକିତ୍ସିତ ସଂଖ୍ୟା ୮୯୩, ମୃତ ସଂଖ୍ୟା ୮୦୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୨୫ ସୁସ୍ଥ ସଂଖ୍ୟା ୩୩,୧୧୪ ଚିକିତ୍ସିତ ସଂଖ୍ୟା ୩୨, ମୃତ ସଂଖ୍ୟା ୪୭୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୨୨୬ ସୁସ୍ଥ ସଂଖ୍ୟା ୬୦,୪୯୪ ଚିକିତ୍ସିତ ସଂଖ୍ୟା ୧୫୬ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୦୭ ସୁସ୍ଥ ସଂଖ୍ୟା ୧୧,୫୨୮ ଚିକିତ୍ସିତ ସଂଖ୍ୟା ୩୧ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment