ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୬୧।

ଭୁବନେଶ୍ବର ୨୩/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୬୧ । ପଜିଟିଭ ସଂଖ୍ୟା ୧୦,୦୧,୬୯୮ ଚିହ୍ନଟ ହୋଇଛନ୍ତି ୯,୮୫,୩୦୨ ଜଣ ସୁସ୍ଥ ହୋଇଥିବା ବେଳେ ୮,୯୧୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୪୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୮,୨୩୨ ସୁସ୍ଥ ସଂଖ୍ୟା ୧,୫୩,୩୫୪ ଚିକିତ୍ସିତ ସଂଖ୍ୟା ୩,୪୪୭, ମୃତ ସଂଖ୍ୟା ୧୪୨୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୮୯୯ ସୁସ୍ଥ ସଂଖ୍ୟା ୮୮,୦୯୫ ଚିକିତ୍ସିତ ସଂଖ୍ୟା ୧,୧୮୨, ମୃତ ସଂଖ୍ୟା ୬୧୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୭୦ ସୁସ୍ଥ ସଂଖ୍ୟା ୩୩,୦୫୦ ଚିକିତ୍ସିତ ସଂଖ୍ୟା ୪୫, ମୃତ ସଂଖ୍ୟା ୪୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୦୫୬ ସୁସ୍ଥ ସଂଖ୍ୟା ୬୦,୩୬୨ ଚିକିତ୍ସିତ ସଂଖ୍ୟା ୧୨୦ ,ମୃତ ସଂଖ୍ୟା ୫୭୦, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୭୫ ସୁସ୍ଥ ସଂଖ୍ୟା ୧୧,୪୯୫ ଚିକିତ୍ସିତ ସଂଖ୍ୟା ୩୨ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment