ଭୁବନେଶ୍ବର ୧୬/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୬୮ । ପଜିଟିଭ ସଂଖ୍ୟା ୯,୯୫,୪୩୩ ଚିହ୍ନଟ ହୋଇଛନ୍ତି ୯,୭୮,୨୪୦ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୧୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୯୫୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୫,୮୩୬ ସୁସ୍ଥ ସଂଖ୍ୟା ୧,୫୦,୭୯୯ ଚିକିତ୍ସିତ ସଂଖ୍ୟା ୩,୬୩୮, ମୃତ ସଂଖ୍ୟା ୧୩୮୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୦୫୩ ସୁସ୍ଥ ସଂଖ୍ୟା ୮୭,୧୭୩ ଚିକିତ୍ସିତ ସଂଖ୍ୟା ୧,୩୫୬, ମୃତ ସଂଖ୍ୟା ୫୨୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୨୯ ସୁସ୍ଥ ସଂଖ୍ୟା ୩୩,୦୧୪ ଚିକିତ୍ସିତ ସଂଖ୍ୟା ୪୩, ମୃତ ସଂଖ୍ୟା ୪୬୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୯୮୧ ସୁସ୍ଥ ସଂଖ୍ୟା ୬୦,୨୮୭ ଚିକିତ୍ସିତ ସଂଖ୍ୟା ୧୨୨ ,ମୃତ ସଂଖ୍ୟା ୫୬୮, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୫୬ ସୁସ୍ଥ ସଂଖ୍ୟା ୧୧,୪୫୬ ଚିକିତ୍ସିତ ସଂଖ୍ୟା ୫୬ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।