ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୨୧୬।

ଭୁବନେଶ୍ବର ୦୪/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୨୧୬। ପଜିଟିଭ ସଂଖ୍ୟା ୪,୭୯,୭୫୨ ଚିହ୍ନଟ ହୋଇଛନ୍ତି ୪,୦୪,୦୬୩ ଜଣ ସୁସ୍ଥ ହୋଇଥିବା ବେଳେ ୭୩,୫୪୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୦୮୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୬,୦୦୩ ସୁସ୍ଥ ସଂଖ୍ୟା ୬୩,୦୦୭ ଚିକିତ୍ସିତ ସଂଖ୍ୟା ୧୨,୬୧୬, ମୃତ ସଂଖ୍ୟା ୩୭୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୭,୬୫୭ ସୁସ୍ଥ ସଂଖ୍ୟା ୩୨,୫୩୧ ଚିକିତ୍ସିତ ସଂଖ୍ୟା ୪୯୭୫, ମୃତ ସଂଖ୍ୟା ୧୪୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୧୦୭, ସୁସ୍ଥ ସଂଖ୍ୟା ୨୩,୩୨୯ ଚିକିତ୍ସିତ ସଂଖ୍ୟା ୧୫୧୦ ମୃତ ସଂଖ୍ୟା ୨୬୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୩୩୨ ସୁସ୍ଥ ସଂଖ୍ୟା ୨୪,୩୩୦ ଚିକିତ୍ସିତ ସଂଖ୍ୟା ୬୮୦୦ ମୃତ ସଂଖ୍ୟା ୧୯୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment