କୋଦଳା,ତା-୦୭/୧୦(ପିପିଟି); ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ହଂସତୁଳି ଠାରେ ହଂସତୁଳି ଗ୍ରାମବାସୀ, ଜୀବନ ଜ୍ଯୋତି ଏଜୁକେଶନାଲ ଆଣ୍ଡ୍ ଚାରିଟାଵଲ ଟ୍ରଷ୍ଟ, ଆଇ ୱାଇ ଏ ନ୍ୟୁଜ ଓ ସମ୍ବାଦ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୨୬ ଜଣ ରକ୍ତଦାନ କରିଛନ୍ତି । ରକ୍ତଦାନ ଶିବିରକୁ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ମୁକୁନ୍ଦ ମାଧବ ସ୍ୱାଇଁ ଉଦ୍ଘାଟନ କରିଥିବା ବେଳେ ରଙ୍କନାଥ ସ୍ୱାଇଁ, ଯୋଗୀରାମ ଜେନା, ରମେଶ ଚନ୍ଦ୍ର ପଣ୍ଡା, ଆଇ ୱାଇ ଏ ନ୍ୟୁଜ ପ୍ରତିନିଧି ଟୁକୁନା ପ୍ରଧାନ, ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ପରମେଶ୍ୱର ପଣ୍ଡା, ସତ୍ୟ ନାରାୟଣ ସେଠି, ସମୀର କୁମାର ପଣ୍ଡା, ଯୁବକ ସଂଘ ସଭାପତି କୃଷ୍ଣ ସ୍ୱାଇଁ, ଜିତେନ୍ଦ୍ର କୁମାର ସ୍ୱାଇଁ, ରଂଜିତ ସ୍ୱାଇଁ, ବାବୁ ଜେନା, ମିଟୁ, ମହେନ୍ଦ୍ର କୁମାର ଗୌଡ଼ , ନରୀ ସାମଲ, ଗୌରହରି ପଲାଇ, ଦିଲ୍ଲୀପ କୁମାର ସ୍ଵାଇଁ, ତ୍ରିନାଥ, କେ. ପ୍ରଶାନ୍ତ କୁମାର ପାତ୍ର, ବିଭୂତି ପ୍ରଧାନ, ତପନ କୁମାର ପ୍ରଧାନ, ଗଙ୍ଗାଧର ପଟ୍ଟନାୟକ, ଡଃ ମନଦର୍ଶନି, ସୁଭ୍ରାଂଶୁ ଶେଖର ପଟ୍ଟନାୟକ, ଆରତ ବେହେରା, ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ଶିବିରରେ ରମେଶ ଚନ୍ଦ୍ର ପଣ୍ଡା, ସନ୍ୟାସୀ ଜେନା, ଧୀରେନ୍ଦ୍ର ପ୍ରଧାନ, କେ. ପ୍ରଶାନ୍ତ କୁମାର ପାତ୍ର, ରଂଜିତ କୁମାର ସ୍ୱାଇଁ, ରାମ ଚନ୍ଦ୍ର ଜେନା, ସାଗର ଜେନା, ଅରୁଣ ପାତ୍ର, କବିରାଜ ଗୌଡ଼, ମୁନା ଜେନା, ଗଗନ ଗୌଡ଼, ଜୟରାମ ଜେନା, ଜିତେନ୍ଦ୍ର ବେହେରା, ଭଗବାନ ଜେନା, ନୀଳକଣ୍ଠ ଜେନା, ସିଲୁ ଜେନା, ସଞ୍ଜୟ ଖଟୁଆ, ନିରଞ୍ଜନ ଜେନା, ବାବୁ ଜେନା, ମିଟୁ ନାୟକ, ବୁଲା ସ୍ୱାଇଁ, ସିମାଞ୍ଚଳ ସ୍ୱାଇଁ, ଅଶେଷ କୁମାର ସ୍ୱାଇଁ, ବୁଲା ସ୍ୱାଇଁ, ବଂଶୀଧର ସ୍ୱାଇଁ, ଓ କାଳିଆ ନାୟକ ପ୍ରମୁଖ ରକ୍ତଦାନ କରିଥିଲେ l ବ୍ରହ୍ମପୁର ଏମ୍ କେ ସି ଜି ରକ୍ତଭଣ୍ଡାର କର୍ମଚାରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ଦେବାଶିଷ ପଣ୍ଡା,ରାମହରି ପଣ୍ଡା, ଚିନ୍ମୟ ବେହେରା ,ବାବୁନି ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l