ପୋଲସରା,୦୩/୦୬(ପିପିଟି); ପୋଲସରା ବ୍ଲକ ମଧୂପଲ୍ଲି ହାଇସ୍କୁଲ ଶିକ୍ଷକ ସତ୍ୟନାରାୟଣ ନାୟକ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ପୋଲସରା ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।