ମୃତକଙ୍କ ପରିବାରବର୍ଗଙ୍କୁ ବିଧାୟକ ଭେଟି ସମବେଦନା ଜଣାଇଲେ।

ପୋଲସରା,୦୨/୦୨(ପିପିଟି):ପୋଲସରା ବ୍ଲକ୍ ଅନ୍ତର୍ଗତ ସାନ ଇଚ୍ଛାପୁର ଗ୍ରାମର ପ୍ରଭାକର ନାହାକ (ବୟସ – ୩୦) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି ଏବଂ ପାଣ୍ଡିରିପଡ଼ା ଗ୍ରାମର ପାଣୁ ନାୟକ (ବୟସ – ୪୫) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Comments (0)
Add Comment