ପୋଲସରା,୧୭/୦୪(ପିପିଟି):ପୋଲସରା ବ୍ଲକ୍ ବର୍ତ୍ତିନି ଗ୍ରାମର ରୋହିତ ସାହୁ (ବୟସ – ୩୫ ) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।