ମୃତକଙ୍କ ପରିବାରକୁ ବିଧାୟକଙ୍କ ଅର୍ଥିକ ସହାୟତା ପ୍ରଦାନ।

ପୋଲସରା,୨୯/୦୯(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମର ଆଲିସା ମାହାଙ୍କୁଡ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଓଡ଼ିଶା ସରକାର ଘୋଷଣା କରିଥିବା ଚାରି ଲକ୍ଷ ଟଙ୍କା ଶୀଘ୍ର ଯୋଗାଇ ଦେବା ପାଇଁ ବିଧାୟକ ପ୍ରତିଶୃତି ଦେଇଛନ୍ତି।

Comments (0)
Add Comment