ପୋଲସରା ବ୍ଲକ ଅନ୍ତର୍ଗତ କସିପଡା ଠାରେ ମା ସିହାଂସନୀଙ୍କ ଚୈତ୍ର ପର୍ବ ଉପଲକ୍ଷେ ମା ସିହାଂସନୀ ଉନ୍ନୟନ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମା ସିହାଂସନୀ ଉନ୍ନୟନ କମିଟି ସଭାପତି ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗଦେବା ସହ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି।କମିଟିବୃନ୍ଦ ଉପସ୍ଥିତ ଥିଲେ।