ମା ଦନ୍ତ ଚିକିତ୍ସାଳୟ ତରଫରୁ ପଣା ବଣ୍ଟନ।

କବିସୂର୍ଯ୍ଯ ନଗର,୧୪/୦୪(ପିପିଟି);ପବିତ୍ର ବିଷୁବ ସଂକ୍ରାନ୍ତି ଅବସରେ ମା ଦନ୍ତ ଚିକିତ୍ସାଳୟ ଓ ଏକ୍ସ ସର୍ଭିସ ମେନ୍ ପକ୍ଷରୁ କବିସୂର୍ଯ୍ଯ ନଗର ଠାରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ଯ ଅତିଥି ଭାବରେ ମାହେଶ୍ବରୀ ଦୋରା ଯୋଗ ଦେଇଥିବାବେଳେ ଡା. କଂଗ୍ରେସ ପ୍ରଧାନ ଓ ଅଭିମନ୍ଯୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ମା ଦନ୍ତ ଚିକିତ୍ସାଳୟର କର୍ମଚାରୀ ସୁଜାତା,ଲକି,ଲିପି,ପାୟଲ, ଶିବାନୀ ଓ ସ୍ବର୍ଣ୍ଣ ପ୍ରମୁଖ ପରିଚାଳନା କରିଥିଲେ।

Comments (0)
Add Comment