ମାନବିକତା ଦେଖାଇଲେ ଆସ୍କା ଥାନା ଅଧିକାରୀ ।

ଆସ୍କା,(ପିପିଟି ନ୍ଯୁଜ୍)୧୩/୦୪- ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ  କୋଭିଡ୍ -୧୯ ର ସଚେତନ କାର୍ଯ୍ୟ ଏବଂ ଅପରାଧ ନିୟନ୍ତ୍ରଣ ପ୍ରତି ଦୃଷ୍ଟି ଦେବା ସହିତ ଚୋରା ମଦ କାରବାରକୁ ବନ୍ଦ ପାଇଁ କାର୍ଯ୍ୟାନୁଷ୍ଠାନ  ଭଳି ବ୍ଯସ୍ତତା ମଧ୍ୟରେ ଆଜି ସକାଳେ ମାନସିକ ଅନଗ୍ରସର ବ୍ଯକ୍ତିଙ୍କୁ ଖାଦ୍ୟ ଯୋଗାଇ ନିଜର ମାନବିକତା ଦେଖାଇଛନ୍ତି ।Attachments area

Comments (0)
Add Comment