ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଓ ଚାରା ବଣ୍ଟନ।

ପୋଲସରା,୨୦/୧୧(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ସାଶନ ଠାରେ ଶତାଧିକ ଲୋକଙ୍କ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା କରାଯାଇଥିବା ବଳେ ତିନି ଶହ ପରିବାରକୁ ମାଗଣାରେ ଚାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲସରାର ସ୍ବାସ୍ଥ୍ଯ କେନ୍ଦ୍ରର କର୍ମଚାରୀଙ୍କ ସମେତ ଓମ ଚାରିଟେବୁଲ ଟ୍ରଷ୍ଟର ସଦସ୍ଯ ମାନେ ଅଂଶଗ୍ରହଣ କରିଥିଲେ।

Comments (0)
Add Comment