ମଦ ହୋମ ଡେଲିଭେରୀକୁ ଉତ୍କଳ ମହିଳା ସମିତିର ବିରୋଧ ।

କୁଜଙ୍ଗ,୧/୦୬,କରୋନା ସମୟରେ ମଦ ହୋମ ଡେଲିଭେରୀକୁ ଉତ୍କଳ ମହିଳା ସମିତିର ବିରୋଧ କରି କୁଜଙ୍ଗ ବ୍ଲକର ପରାଦୀପ ଗଡ ପଞ୍ଚାୟତରେ ପ୍ରତିବାଦ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭିଏଲଡବ୍ଲୁ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

Comments (0)
Add Comment