ଭିଜିଲାନ୍ସ ବିଭାଗ ତରଫରୁ ଜଳଛତ୍ର ଆରମ୍ଭ।

ବ୍ରହ୍ମପୁର,୨୨/୦୫(ପିପିଟି): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ଜଳଛତ୍ର ଆରମ୍ଭ ହୋଇଛି। ଜଳଛତ୍ର କାର୍ଯ୍ୟକ୍ରମକୁ ଭିଜିଲାନ୍ସ ଏସପି ଗଣେଶ ପ୍ରଧାନ ଉଦଘାଟନ କରିଥିଲେ । ଡିଏସପି,ଇନ୍ସପେକ୍ଟର ଓ କର୍ମଚାରୀ ମନେ ସହଯୋଗ କରିଥିଲେ। ପ୍ରଥମ ଦିନ ବାଟୋଇ ତଥା ସାଧାରଣ ଲୋକଙ୍କୁ ଦହି ଚହ୍ଲା ବଣ୍ଟନ କରାଯାଇଥିଲା।

Comments (0)
Add Comment