ବ୍ରହ୍ମପୁର ମହାନଗର ନିଗମରେ ବିଜେଡ଼ିର ସଙ୍ଘମିତ୍ରା ଦଳେଇ ମେୟର ଭାବେ ନିର୍ବାଚିତ।

ବ୍ରହ୍ମପୁର, ୨୬/୦୩(ପିପିଟି): ଚଳିତ ବ୍ରହ୍ମପୁର ମହାନଗର ନିଗମ ଲିଃ ରେ ହୋଇଥିବା ପୌରନିର୍ବାଚନ ଫଳାଫଳ ଆସିଯାଇଅଛି । ଏଥିରେ ମେୟର ପ୍ରାର୍ଥୀନି ସଂଘମିତ୍ରା ଦଳେଇ ବିଜେଡ଼ିରୁ ପ୍ରତିଦ୍ବନ୍ଦିତା କରୁଥିଲେ । ସେ ୨୦୨୮୬ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ସେହିପରି ବିଜେଡି ୩୦ଟି ୱାର୍ଡ ୦୧ , ୦୨ , ୦୫ , ୦୬ , ୦୭ , ୦୮ , ୦୯ , ୧୦ , ୧୧ , ୧୨ , ୧୩ , ୧୪ , ୧୫ , ୧୭ , ୧୮ , ୧୯ , ୨୩ , ୨୮ , ୨୯ , ୩୦ , ୩୨ , ୩୩ , ୩୪ , ୩୫ , ୩୬ , ୩୮ , ୪୦ , ୪୧ , ୪୨ ବିଜୟ ଲାଭ କରିଥିବା ବେଳେ , ବିଜେପି ୭ଟି ୦୩ , ୨୦ , ୨୧ , ୨୨ , ୨୭ , ୩୭ , ୩୯ ୱାର୍ଡ , ସ୍ଵାଧୀନ ୪ଟି ୱାର୍ଡ ୦୪ , ୨୪ , ୨୫ , ୨୬ , ଏବଂ କଂଗ୍ରେସ ୧ଟି ୱାର୍ଡ ୧୬ ରେ ବିଜୟ ଲାଭ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment