ବୋଲଗଡ଼ରେ ଜନ ଅଧିକାର ମଞ୍ଚ ପ୍ରତିଷ୍ଠା।

ବୋଲଗଡ଼,୨୯/୧୦(ପିପିଟି): ସାଧାରଣ ଜନତାଙ୍କର ମୌଳିକ ଅଧିକାର,ସେମାନଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହେଉଥିବା ନିରୀହ ଜନତାଙ୍କ ପାଇଁ ଆଜି ବେଗୁନିଆ ବୋଲଗଡ ଅଞ୍ଚଳର ଅକ୍ଷୟ ରାଉତରାୟଙ୍କ ତତ୍ୱାବଧାନରେ ଓ ସମାଜସେବୀ ତଥା ସେବକ ମାନେ ଜନ ଅଧିକାର ମଞ୍ଚ ପ୍ରତିଷ୍ଠା କରିଛନ୍ତି ।ଏହି ମଞ୍ଚ ସାମାଜିକ ଅବହେଳିତ ସାଧାରଣ ଲୋକମାନଙ୍କ ନ୍ୟାର୍ଯ୍ୟ ଅଧିକାର, ସାମାଜିକ ନ୍ୟାୟ ଏବଂ ସରକାରଙ୍କ ଦ୍ୱାରା ସୁବିଧା ଗୁଡିକୁ ଯୋଗାଇ ଦେବା ପାଇଁ ,ଏ ଅଞ୍ଚଳର ସାଧାରଣ ଜନତା ଏକା ନୁହନ୍ତି , ଆମେ ସେମାନଙ୍କ ପାଇଁ ସେବକ ହୋଇ କାମ କରିବା ପାଇଁ ପ୍ରତିଶୃତି ବଦ୍ଧ ,ଏହି ମଞ୍ଚକୁ ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମର ପଶ୍ଚିମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅଧିକାର ମଞ୍ଚ ପ୍ରତିଷ୍ଠା କରାଯାଇଅଛି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment