ବେଗୁନିଆ ବ୍ଳକ ସମୁଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ ଅଭିଯୋଗ ଶୁଣାଣି।

ବୋଲଗଡ଼,ତା-୧୫/୧୦(ପିପିଟି); ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅନୁଚୈୗଧୁରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ସମୁଖ ଠାରେ ଜନଶୁଣାଣି କରି ଲୋକମାନଙ୍କ ଠାରୁ ସମସ୍ୟା ଭିତିକ ଦରଖାସ୍ତ ଗ୍ରହଣ କରି ବିଭିନ୍ନ ପ୍ରକାରର ଅଭିଯୋଗ ଶୁଣିଥିଲେ ତାଙ୍କ ସହିତ ଲୋତକବିନ୍ଦୁ ପଟ୍ଟନାୟକ , ବୋଲଗଡ଼ ବ୍ଲକର ପୂର୍ବତନ ଚେୟାର ମ୍ୟାନ ରଘୁନାଥ ଷଡଙ୍ଗୀ ଯୋଗ ଦେଇଥିଲେ ଏଥି ସହିତ ବହୁ ବିଜେପି କର୍ମୀ ଯୋଗଦାନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment