ବୁଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଧାୟକଙ୍କ ସଚେତନତା କାର୍ଯ୍ୟକ୍ରମ ।

ବୁଗୁଡା,୦୪/୦୬(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି, ଗୌଡିଆବରଦା ଓ ଅନ୍ତରପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପହଞ୍ଚି ଲୋକମାନଙ୍କୁ କରୋନାର ଭୟାଭୟ ଉପରେ ସଚେତନତା କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି ଏବଂ ବାହାଘର ଭୋଜି ବନ୍ଦ,ସାମାଜିକ ଦୂରତ୍ୱ ଓ ଠିକ ଭାବେ ମାସ୍କ ପିନ୍ଧିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ବୁଗୁଡା ବିଡିଓ, ତହସିଲଦାର ଓ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Comments (0)
Add Comment