ବୁଗୁଡା,୨୧/୦୫(ପିପିଟି); ବୁଗୁଡା ମଦନମୋହନ ଛକ ଠାରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ତରଫରୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଗରିବ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି।ସରକାରଙ୍କ କୋଭିଡ କଟକଣା ବଳବତ୍ତର ଥିବା ପର୍ଯ୍ୟନ୍ତ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରିବା ପାଇଁ ବୁଗୁଡା ବିଜୁ ଜନତା ଦଳ ତରଫରୁ ନିଷ୍ପତ୍ତି ହୋଇଅଛି।