ବୁଗୁଡା ଏନ୍ଏସି ଠାରେ ମିଶ୍ରଣ ପର୍ବ ।

ବୁଗୁଡା,୦୨/୧୦(ପିପିଟି); ବୁଗୁଡା ଏନ.ଏ.ସି ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବୁଗୁଡା ଏନ.ଏ.ସି ର ବିଚିତ୍ର ବରାଡ଼ଙ୍କ ନେତୃତ୍ୟରେ ୧୧ ଓ ୧୨ ନମ୍ବର ୱାର୍ଡ ର ୩୦ ରୁ ଉର୍ଦ୍ଧ୍ବ ବିଜେପି ପରିବାର ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।ବ୍ଲକ ଅଧ୍ୟକ୍ଷା,ବହୁ ମାନ୍ୟଗଣ୍ୟ ଓ ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ଥିଲେ।

Comments (0)
Add Comment