ବୁଗୁଡା ଅଞ୍ଚଳରେ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା।

ବୁଗୁଡା,୧୩/୧୦(ପିପିଟି):ବୁଗୁଡା ବ୍ଲକ ଚନ୍ଦନପେଢ଼ି,ଚଢ଼ିଆପଲ୍ଲି, ଭମାସ୍ୟାଳି ଓ ଗୋଲିଆ ଗ୍ରାମ ଠାରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଜନ ହିତକାରୀ ଯୋଜନା ଉପରେ ଲୋକମାନଙ୍କ ସହ ଆଲୋଚନା କରିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି।

Comments (0)
Add Comment