ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡି,କଂଗ୍ରେସ ଓ ବାମଦଳ ମଧ୍ୟରେ ଆସନ ବୁଝାମଣା ଚୁଡାନ୍ତ ହୋଇଛି । ବିହାର ବିଧାନସଭା ୨୪୩ ଆସନ ପାଇଁ ଆରଜେଡିକୁ ୧୪୪,କଂଗ୍ରେସକୁ ୭୦,ସିପିଆଇ(ଏମଏଲ)କୁ ୧୯, ସିପିଆଇକୁ ୦୬,ସିପିଆଇ(ଏମ)କୁ ୦୪ ଆସନରେ ମେଣ୍ଟ ନିର୍ବାଚନ ଲଢିବ । ୨୦୧୫ ନିର୍ବାଚନରେ ଜେଡିୟୁ ୭୧,ଆରଜେଡି ୮୦,କଂଗ୍ରେସ ୪୧,ବିଜେପି ୫୩,ଏଲଜେପି ୦୨,ଆରଏଲଏସପି ୦୨,ସିପିଆଇ(ଏମଏଲ)୦୩,ଏଚଏଏମ ୦୧ ନିର୍ବାଚିତ ହୋଇଥିଲେ ।